ଗୋପିନାଥପୁର ଗ୍ରାମ ପଞ୍ଚାୟତ ପରିସରରେ ପଞ୍ଚାୟତ ଓ ମୋ ସେବା କେନ୍ଦ୍ର କର୍ମଚାରି ଙ୍କ ଦ୍ଵାରା 75 ତମ ସାଧାରଣତନ୍ତ୍ର ଦିବସ ପାଳିତ
ଆୱାଜେ ହିନ୍ଦ, ଜଗତସିଂହପୁର(26/01/24): ବିରିଡି ବ୍ଲକ ଅନ୍ତର୍ଗତ ଗୋପିନାଥପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ କର୍ମଚାରୀ ଙ୍କ ସହ ପଞ୍ଚାୟତରେ ଥିବା ମୋ ସେବା କେନ୍ଦ୍ର ର କର୍ମଚାରୀ ମିଳିତ ଭାବେ 75 ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି l ଏହି ଅବସରରେ ସର୍ବ ପ୍ରଥମେ ଗୋପିନାଥପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ କାହ୍ନୁ ଚରଣ ବେହେରା ପତାକା ଉତ୍ତୋଳନ କରିଥିଲେ ତାଙ୍କ ସହ ପି ଇ ଓ ପ୍ରଦୀପ କୁମାର ସ୍ଵାଇଁ, ଜି…