ଜଗତସିଂହପୁର ମାଇନରୀଟି ଫାଉଣ୍ଡେସନ ତରଫ ରୁ ସ୍ୱଚ୍ଛ ଭାରତ ଅଭିଯାନ

Spread the love

ଜଗତସିଂହପୁର, ୦୩/୧୧/୨୪(ଆୱାଜେ ହିନ୍ଦ): ଜଗତସିଂହପୁର ଜିଲ୍ଲା ପୌର ପରିଷଦ ସ୍ଥିତ କଲେଜ ଛକ ଠାରୁ ଆରମ୍ଭ କରି ସ୍ୱାମୀ ବିବେକାନନ୍ଦ ସୋୟଂ ଶାସିତ ମହାବିଦ୍ୟାଳୟ ରେ ପହଁଞ୍ଚି ସ୍ୱଚ୍ଛତା ର କାର୍ଯ୍ୟ କରିଥିଲେ l ଏହି କାର୍ଯ୍ୟ କର୍ମ ରେ ମୁଖ୍ୟ ଅତିଥି ଜଗତସିଂହପୁର ଜିଲ୍ଲା ଅଧ୍ୟକ୍ଷକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଉଦ୍ଦେବେଗ ଯୋଗଦେଇଥିଲେ ଏବଂ ସମାଜ କୁ କିପରି ସ୍ଵଛ କରିବା ଓ ପରିବେଶ କୁ ସୁସ୍ଥ ରଖିବା ଏହାର ଲକ୍ଷ୍ୟ l ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ ଜଗତସିଂହପୁର ମାଇନାରୀଟି ଫାଉଣ୍ଡେସନ ତରଫ ରୁ ସେକ ସଲିମ, ସେକ ଜାହିର ଉଦ୍ଦିନ, ଶେଖ ଅଫରୋଜ,ଫଜଲୀ ଇଲାହି,ସେକ କୁତୁବୁଦ୍ଦିନ, ମହମ୍ମଦ ସରୱାର ଆଲାମ, ଅସଲାମ ଶେଖ, ମୁସ୍ତକ ଅଲ୍ଲୀ, ଶେଖ ଋଜୁୱାନ, ମମିନ, ସୋନୁ, ଜାକିର, ସାହିଲ କାର୍ଯ୍ୟରତ ସାମ୍ବାଦିକ ଶେଖ ରିୟାଜ଼ ଉଦ୍ଦିନ ଓ ଅନ୍ୟାନ୍ୟ ମେମ୍ବର ମାନେ ଉପସ୍ଥିତ ଥିଲେ l ସେଥିପାଇଁ ଜଗତସିଂହପୁର ଜିଲ୍ଲା ରେ ନାଳ ରେ ଯୋଉ ଦୋକାନୀ ମାନେ ଅଡିୟା ଅବର୍ଜନା ଫୋପାଡୁ ଛନ୍ତି ସ୍ୱମାନଙ୍କୁ ଅନୁରୋଧ ପୌରପରିଷଦ ରୁ ଦିଆଯାଇଥିବା ଆବର୍ଜନା କୁଣ୍ଡ ରେ ପକାନ୍ତୁ ଜଗତସିଂହପୁର କୁ ସ୍ୱଚ୍ଛ ରଖନ୍ତୁ l ଜଗତସିଂହପୁର ରୁ ଶେଖ ରିୟାଜ଼ ଉଦ୍ଦିନ l

Leave a Reply

Your email address will not be published. Required fields are marked *