ୟୁଚି ରିଓ କରାଟେ ଓ କୋବୁଡୋ ସ୍କୁଲ ଜଗତସିଂହପୁର ର ବେଲ୍ଟ ଗ୍ରେଡିଙ୍ଗ ପରୀକ୍ଷା ଓ ସେମିନାର ଅନୁଷ୍ଠିତ

ଆୱାଜେହିନ୍ଦ ବ୍ୟୁରୋ: ଜଗତସିଂହପୁର ଜିଲ୍ଲା ନବକୃଷ୍ଣ ଚୌଧୀରି ଷ୍ଟାଡିଅମ ରେ ଆୟୋଜିତ କରାଯାଇଥିବା ୟଚିରିୟୋ କରାଟେ କୋବୁଡୋ ସ୍କୁଲ ରେ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି l ଏହି ସେମିନାର କରାଟେ ଓ କୋବୁଡୋ ବେଲ୍ଟ ଗ୍ରେଡିଙ୍ଗ ପରୀକ୍ଷା ରେ 92 ଜଣ ପରୀକ୍ଷା ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ l ଉକ୍ତ ପରୀକ୍ଷା ଓ ସେମିନାର ୟୁଚି ରିଓ କରାଟେ ଭାରତ ର ମୁଖ୍ୟ ଓ ଅନ୍ତୋର୍ଜାତୀୟ କରାଟେ ଓ କୋବୁଡୋ ପ୍ରଶିକ୍ଷକ kyoshi ଶ୍ରୀଯୁକ୍ତ କେ. ଭି ମନୋହରନ ପରିଚାଳନା କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ବେଲ୍ଟ ଓ ମାନପତ୍ର ପ୍ରଦାନ କରିଥିଲେ ଏହି କାର୍ଯ୍ୟକ୍ରମ କୁ ୟୁଚି ରିଓ କରାଟେ ର ଓଡିଶା ପ୍ରତିନିଧି ସେନସାଇ ଶରତ କୁମାର ରାଉତ, ସେନସାଇ ସଞ୍ଜୀବ କୁମାର ରାଉତ, ସେନସାଇ ଆକଂlକ୍ଷା ପ୍ରିୟଦର୍ଶିନୀ, ଶ୍ରୀଯୁକ୍ତ ଅଶୋକ କୁମାର ବେହେରା ଓ ଶ୍ରୀମତୀ ସୁବାସିନୀ ବେହେରା ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥଲେ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ବୈଜ୍ଞାନିକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ସାହୁ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉର୍ତ୍ସlହ କରିବା ସହିତ ବେଲ୍ଟ ଓ ସାଟିଫିକେଟ ଛାତ୍ର ଛାତ୍ରୀ ଙ୍କୁ ପ୍ରଦାନ କରିଥିଲେ l ଉକ୍ତ ପରୀକ୍ଷା ରେ w.a.k.f ବ୍ଲlକ ବେଲ୍ଟ ସାଟିଫିକେଟ ସୋନାକ୍ଷି ପ୍ରିୟଦର୍ଶିନୀ, ଓ ଆକଂlକ୍ଷା ପ୍ରିୟଦର୍ଶିନୀ ଙ୍କୁ ଶ୍ରୀଯୁକ୍ତ କେ. ଭି ମନୋହରନ ପ୍ରଦାନ କରିଥିଲେ ଏବଂ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ l

Leave a Reply

Your email address will not be published. Required fields are marked *