ଜଗତସିଂହପୁର ଜିଲ୍ଲା ର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସରରେ 75 ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଲା

ଜଗତସିଂହପୁର:(26/01/24) ଜଗତସିଂହପୁର ଜିଲ୍ଲା ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସର ରେ 75 ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ ଓ ତାଙ୍କ ସହିତ ମାନ୍ୟବର ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲୀ, ମାନ୍ୟବର ଜିଲ୍ଲାପାଳ ଶ୍ରୀମତୀ…

Read More

ୟୁଚି ରିଓ କରାଟେ ଓ କୋବୁଡୋ ସ୍କୁଲ ଜଗତସିଂହପୁର ର ବେଲ୍ଟ ଗ୍ରେଡିଙ୍ଗ ପରୀକ୍ଷା ଓ ସେମିନାର ଅନୁଷ୍ଠିତ

ଆୱାଜେହିନ୍ଦ ବ୍ୟୁରୋ: ଜଗତସିଂହପୁର ଜିଲ୍ଲା ନବକୃଷ୍ଣ ଚୌଧୀରି ଷ୍ଟାଡିଅମ ରେ ଆୟୋଜିତ କରାଯାଇଥିବା ୟଚିରିୟୋ କରାଟେ କୋବୁଡୋ ସ୍କୁଲ ରେ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି l ଏହି ସେମିନାର କରାଟେ ଓ କୋବୁଡୋ ବେଲ୍ଟ ଗ୍ରେଡିଙ୍ଗ ପରୀକ୍ଷା ରେ 92 ଜଣ ପରୀକ୍ଷା ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ l ଉକ୍ତ ପରୀକ୍ଷା ଓ ସେମିନାର ୟୁଚି ରିଓ କରାଟେ ଭାରତ ର ମୁଖ୍ୟ ଓ ଅନ୍ତୋର୍ଜାତୀୟ କରାଟେ ଓ କୋବୁଡୋ ପ୍ରଶିକ୍ଷକ kyoshi ଶ୍ରୀଯୁକ୍ତ କେ….

Read More

ଗୋପିନାଥପୁର ଗ୍ରାମ ପଞ୍ଚାୟତ ପରିସରରେ ପଞ୍ଚାୟତ ଓ ମୋ ସେବା କେନ୍ଦ୍ର କର୍ମଚାରି ଙ୍କ ଦ୍ଵାରା 75 ତମ ସାଧାରଣତନ୍ତ୍ର ଦିବସ ପାଳିତ

ଆୱାଜେ ହିନ୍ଦ, ଜଗତସିଂହପୁର(26/01/24): ବିରିଡି ବ୍ଲକ ଅନ୍ତର୍ଗତ ଗୋପିନାଥପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ କର୍ମଚାରୀ ଙ୍କ ସହ ପଞ୍ଚାୟତରେ ଥିବା ମୋ ସେବା କେନ୍ଦ୍ର ର କର୍ମଚାରୀ ମିଳିତ ଭାବେ 75 ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି l ଏହି ଅବସରରେ ସର୍ବ ପ୍ରଥମେ ଗୋପିନାଥପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ କାହ୍ନୁ ଚରଣ ବେହେରା ପତାକା ଉତ୍ତୋଳନ କରିଥିଲେ ତାଙ୍କ ସହ ପି ଇ ଓ ପ୍ରଦୀପ କୁମାର ସ୍ଵାଇଁ, ଜି…

Read More

ଜଗତସିଂହପୁର ଜିଲ୍ଲା ଅଦାଲତ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ

ଜଗତସିଂହପୁର, ତା- ୨୯.୧୦.୨୦୨୪ ରିଖ (ଆୱାଜେ ହିନ୍ଦ) :- ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ଓ ଜିଲ୍ଲା ଓକିଲ ସଂଘର ମିଳିତ ଆନୁକୂଲ୍ୟରେ ଜଗତସିଂହପୁର ଜିଲ୍ଲା ଅଦାଲତ ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଜିଲ୍ଲା ଓ ଦୌରା ଜଜ ତଥା ପ୍ରାଧିକରଣ ଅଧ୍ଯକ୍ଷ ଶ୍ରୀ ଶ୍ରୀନିବାସ ପ୍ରତିହାରୀ ଓ ଓକିଲ ସଂଘ ସଭାପତି ଶ୍ରୀ ରବୀନ୍ଦ୍ରନାଥ ମହାନ୍ତି ଯୋଗଦେଇ ଶିବିରକୁ…

Read More

ଡିଲର କାଟୁଛନ୍ତି 3 କେଜି ଚାଉଳ ଲୋକମାନେ ଆଣିଲେ ଅଭିଯୋଗ

ଜଗତସିଂହପୁର, ୨୯/୧୦/୨୦୨୪:- ସରକାର ଦେଉଛନ୍ତି ସଠିକ ଚାଉଳ କିନ୍ତୁ ଡିଲର କାଟୁଛନ୍ତି 3 କିଲୋ ଚାଉଳ ଲୋକଙ୍କ ଅଭିଯୋଗ କରିଲା ପରେ ବି ଶୁଣୁନାହାନ୍ତି ଡିଲର l ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ତରିକୁନ୍ଦ ଗ୍ରାମ ପଞ୍ଚାୟତର ହରିରାମପାଟଣା ଠାରେ l ଏଠାର ଡିଲର ଅଶୋକ କୁମାର ସାହୁ ଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ସେହି ଡିଲର ଅଧୀନରେ ଥିବା ଖାଉଟିମାନେ । ଖାଉଟି ମାନଙ୍କର କହିବା ଅନୁଯାୟୀ ଡିଲର…

Read More

ସେହଜାଦୀ ଫତିମା ର ତୃତୀୟ ବର୍ଷ ଜନ୍ମ ଦିନ ଅବସରରେ ବୃକ୍ଷ ରୋପଣ

ଆୱାଜେହିନ୍ଦବ୍ୟୁରୋ: ଜଗତସିଂହପୁର ଜିଲ୍ଲା ଯଶୋବନ୍ତ ପୁର ଗ୍ରାମ ରେ ଥିବା ଶେଖ ରିୟାଜ଼ ଉଦ୍ଦିନ ଙ୍କ ଝିଅ ତୃତୀୟ ବର୍ଷ ଜନ୍ମ ଦିନ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି l ଏହା ହେଉଛି ପ୍ରଦୂଷଣ କୁ କିଛି ମାତ୍ରା ରେ ରୋକିବା ପାଇଁ ଏକ ଛୋଟ ପ୍ରୟାସ l ସେହଜାଦୀ ଫତିମା ଙ୍କ ତୃତୀୟ ବର୍ଷ ଜନ୍ମ ଦିନ ଅବସରରେ ଅଙ୍ଗନବାଡି କେନ୍ଦ୍ର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ…

Read More

ଜିଲ୍ଲା ସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ- ୨୦୨୪ ପାଳିତ

ଜଗତସିଂହପୁର,ତା ୨୯.୧୦.୨୪ ରିଖ(ଆୱାଜେ ହିନ୍ଦ) :- ଆଜି ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଆୟୋଜିତ ହୋଇଯାଇଛି। ଏହି ସଭାରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ମାନ୍ୟବର ମନ୍ତ୍ରୀ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ୧୯୯୯ ମହାବାତ୍ୟା ର ବିଭୀଷିକା ବର୍ଣ୍ଣନା କରି ଉପସ୍ଥିତ ଜନତାଙ୍କୁ ଆଗାମୀ ଯେ କୌଣସି ବିପର୍ଯ୍ୟୟ ପାଇଁ ସଜାଗ ରହିବାକୁ ଆହ୍ଵାନ ଦେଇଥିଲେ। ଅତି…

Read More

କୃଷି ବିଜ୍ଞାନ କେନ୍ଦ୍ରରେ ୫ ଦିନିଆ ପ୍ରାକୃତିକ କୃଷି ସମ୍ବନ୍ଧୀୟ ତାଲିମ କାର୍ଯକ୍ରମ

ଜଗତସିଂହପୁର, ୩୦/୧୦/୨୪(ଆୱାଜେ ହିନ୍ଦ):- କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ଦ୍ୱାରା ପ୍ରାକୃତିକ କୃଷି ସମ୍ବନ୍ଧୀୟ ଏକ ପାଞ୍ଚଦିନିଆ ତାଲିମ କାର୍ଯ୍ୟକ୍ରମ ୨୧.୧୦. ୨୦୨୪ ରୁ ୨୩.୧୦.୨୦୨୪ ଏବଂ ୨୯.୧୦.୨୦୨୪ ରୁ ୩୦.୧୦.୨୦୨୪ ପର୍ଯ୍ୟନ୍ତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି I ଏହି କାଯ୍ୟକ୍ରମଟିକୁ କୃଷି ବିଜ୍ଞାନ କେନ୍ଦ୍ରର ମୂର୍ତ୍ତିକା ବୈଜ୍ଞାନିକ ଡ. ପ୍ରଦୀପ୍ତ ମାଝୀ ପରିଚାଳନା କରିଥିଲେ। ।ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ୪୦ ଜଣ ଚାଷୀ ଭାଇ ଓ ଭଉଣୀମାନେ ଏହି ତାଲିମ…

Read More

ଦୁର୍ନୀତି ନିବାରଣ ସତର୍କତା ଗ୍ରାମସଭା ଆୟୋଜିତ

ଜଗତସିଂହପୁର,ତା ୩୦.୧୦.୨୦୨୪ ରିଖ (ଆୱାଜେ ହିନ୍ଦ) : ତା ୨୮.୧୦.୨୦୨୪ରିଖ ଠାରୁ ୦୩.୧୧.୨୦୨୪ରିଖ ପର୍ଯ୍ୟନ୍ତ ଜିଲ୍ଲା ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଦୁର୍ନୀତି ନିବାରଣ ସତର୍କତା ଗ୍ରାମସଭା ଡି.ଏସ.ପି ଭିଜିଲାନ୍ସ ଶ୍ରୀମତୀ ଅନୁପମା ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ…

Read More

ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ-୨୦୨୫ ଉପଲକ୍ଷେ ପଦଯାତ୍ରା ଓ ପଥୋତ୍ସବ ଅନୁଷ୍ଠିତ

ଜଗତସିଂହପୁର, ତା ୨୯.୧୦.୨୦୨୪ରିଖଆଜି ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଅଭିଯାନ-୨୦୨୫ ପରିପ୍ରେକ୍ଷୀରେ ନୂତନ ଭୋଟରମାନଙ୍କୁ ସଚେତନ କରିବା ନିମନ୍ତେ ପଦଯାତ୍ରା ଓ ପଥଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆରେ ଆୟୋଜିତ ପଥଉତ୍ସବକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ଓ ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଉଦଘାଟନ କରିଥିଲେ ଏଵଂ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ନୂତନ ଭୋଟରମାନଙ୍କୁ ସ୍ଵାଗତ ଜଣାଇଥିଲେ। ଯୁବ ତଥା ନୂତନ…

Read More