ଦୁର୍ନୀତି ନିବାରଣ ସତର୍କତା ଗ୍ରାମସଭା ଆୟୋଜିତ

ଜଗତସିଂହପୁର,ତା ୩୦.୧୦.୨୦୨୪ ରିଖ (ଆୱାଜେ ହିନ୍ଦ) : ତା ୨୮.୧୦.୨୦୨୪ରିଖ ଠାରୁ ୦୩.୧୧.୨୦୨୪ରିଖ ପର୍ଯ୍ୟନ୍ତ ଜିଲ୍ଲା ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଦୁର୍ନୀତି ନିବାରଣ ସତର୍କତା ଗ୍ରାମସଭା ଡି.ଏସ.ପି ଭିଜିଲାନ୍ସ ଶ୍ରୀମତୀ ଅନୁପମା ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ…

Read More

କୃଷି ବିଜ୍ଞାନ କେନ୍ଦ୍ରରେ ୫ ଦିନିଆ ପ୍ରାକୃତିକ କୃଷି ସମ୍ବନ୍ଧୀୟ ତାଲିମ କାର୍ଯକ୍ରମ

ଜଗତସିଂହପୁର, ୩୦/୧୦/୨୪(ଆୱାଜେ ହିନ୍ଦ):- କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ଦ୍ୱାରା ପ୍ରାକୃତିକ କୃଷି ସମ୍ବନ୍ଧୀୟ ଏକ ପାଞ୍ଚଦିନିଆ ତାଲିମ କାର୍ଯ୍ୟକ୍ରମ ୨୧.୧୦. ୨୦୨୪ ରୁ ୨୩.୧୦.୨୦୨୪ ଏବଂ ୨୯.୧୦.୨୦୨୪ ରୁ ୩୦.୧୦.୨୦୨୪ ପର୍ଯ୍ୟନ୍ତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି I ଏହି କାଯ୍ୟକ୍ରମଟିକୁ କୃଷି ବିଜ୍ଞାନ କେନ୍ଦ୍ରର ମୂର୍ତ୍ତିକା ବୈଜ୍ଞାନିକ ଡ. ପ୍ରଦୀପ୍ତ ମାଝୀ ପରିଚାଳନା କରିଥିଲେ। ।ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ୪୦ ଜଣ ଚାଷୀ ଭାଇ ଓ ଭଉଣୀମାନେ ଏହି ତାଲିମ…

Read More

୭୬ ତମ ସାଧାରଣତନ୍ତ୍ର ଦିବସ ଗୋପିନାଥପୁର ପଞ୍ଚାୟତରେ ପାଳିତ

ଜଗତସିଂହପୁର (January 26, 2025): ବିରିଡ଼ି ବ୍ଳକ ଅନ୍ତର୍ଗତ ଗୋପିନାଥପୁର ଗ୍ରାମପଞ୍ଚାୟତ ପରିସରରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ କାହ୍ନୁଚରଣ ବେହେରା ଙ୍କ ସହ ପଞ୍ଚାୟତର ସମ୍ପାଦକ ପ୍ରଦୀପ କୁମାର ସ୍ଵାଇଁ ଓ ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ନୃସିଂହ ଚରଣ ଦାଶ ପ୍ରମୁଖ ଙ୍କ ସହ ପଞ୍ଚାୟତର ୱାର୍ଡ ସଭ୍ଯ ସଭ୍ୟା ଓ ଭଦ୍ରବ୍ୟକ୍ତି ଙ୍କ ସହ ମୋ ସେବା କେନ୍ଦ୍ରର ଭି ଏଲ୍…

Read More

ଦୁର୍ନୀତି ନିବାରଣ ସତର୍କତା ସଭା ଆୟୋଜିତ

ଜଗତସିଂହପୁର,ତା ୨୯.୧୦.୨୦୨୪ ରିଖ (ଆୱାଜେ ହିନ୍ଦ) : – ତା ୨୮.୧୦.୨୦୨୪ରିଖ ଠାରୁ ୦୩.୧୧.୨୦୨୪ରିଖ ପର୍ଯ୍ୟନ୍ତ ଜିଲ୍ଲା ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ ପାଳନ କରାଯାଉଛି। ଏହି ଅବସରରେ ଆଜି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଠାରେ ଦୁର୍ନୀତି ନିବାରଣ ସତର୍କତା ସଭା ଡି.ଏସ.ପି ଭିଜିଲାନ୍ସ ଅନୁପମା ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ଲକ ସଭାପତି ଶ୍ରୀ ମନୋଜ କୁମାର ବେହେରା ଉପସ୍ଥିତ ସମସ୍ତଙ୍କୁ ନିଜ ଆଚରଣ…

Read More